Movatterモバイル変換


[0]ホーム

URL:


Jump to content
ଉଇକିପିଡ଼ିଆ
ଖୋଜନ୍ତୁ

ଉଇକିପିଡ଼ିଆ:ମେଳଣ/ବେଙ୍ଗାଳୁରୁ/ବେଙ୍ଗାଳୁରୁ୧

ଉଇକିପିଡ଼ିଆ‌ରୁ
<ଉଇକିପିଡ଼ିଆ:ମେଳଣ |ବେଙ୍ଗାଳୁରୁ
ପ୍ରଥମ ଓଡ଼ିଆ ଉଇକିପିଡ଼ିଆ, ବେଙ୍ଗାଳୁରୁ

ଏଇ ମେଳଣଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାବା ଆଉ ଏହାର ବିକାଶ କରିବା ନିମନ୍ତେ ଆରମ୍ଭ କରାଯାଇଛି । ଏହା ବେଙ୍ଗାଳୁରୁର ପ୍ରଥମ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା, ତେଣୁ ସବୁ ଓଡ଼ିଆମାନଙ୍କୁ ଏଠିକି ଆସିବାକୁ ଅନୁରୋଧ ।

ତାରିଖ ଓ ଜାଗା/Date and Venue

[ସମ୍ପାଦନା]

ତାରିଖ/Date: : ରବିବାର/Sunday,୨୦୧୧-ମାର୍ଚ-୬/2011-March-06 ଉପରବେଳା ୩:00IST

ଜାଗା:
ସେଣ୍ଟର ଫର ଇଁଟରନେଟ ଆଁଡ଼ ସୋସାଇଟି/The Centre for Internet and Society
No. 194, 2nd 'C' Cross,
4th Main
Domlur 2nd Stage
Opposite to Domlur Club
Bangalore 560 071
Karnataka

କେଉଁ ମାନେ ଭାଗ ନେଇପାରିବେ

[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆ ପାଇଁ ଯେଉଁ ମାନେ କିଛି ଜାଣିବାକୁ ଚାହୁଞ୍ଚନ୍ତି ଆଉ ଭାଗନେଇ ଓଡ଼ିଆ ଭାଷାରେ ଉଇକିପିଡ଼ିଆକୁ ଅଧିକ ଲୋକକ ପାଖରେ ପହଞ୍ଚଇବାକୁ ଚାହାନ୍ତି ସେ ସମସ୍ତେ ଏଠାକୁ ଆସିପାରିବେ । ଓଡ଼ିଆ ଉଇକିପିଡ଼ିଆ ୨୦୦୨ ମସିହାରେ ଆରଁଭ ହୋଇଥିଲା ଯେବେ ଅନ୍ୟ ଭାରତୀୟ ଭାଷାରେ ଉଇକିପିଡ଼ିଆର ମୂଳଦୁଆ ବି ପଡ଼ିନଥିଲା, ହେଲେ କାମ ଅଭାବରୁ ସେଇଟି ଏବେ ସବୁଠୁ ପଛରେ ପଡ଼ିଯାଇଛି, ତେଣୁ ଆମେ ଏଇପ୍ରଥମ ଓଡ଼ିଆ ଉଇକି ମେଳଣ ଜରିଆରେ ୨୦୦୦ ବରଷ ପୁରୁଣା ସେଇ ଓଡ଼ିଆ ଭାଷାକୁ ପୁଣି ଉଇକିପିଡ଼ିଆ ଜରିଆରେ ଆଗକୁ ବଢ଼ାଇବା । ଯଦି ଆପଣ ଇଛୁକ ତେବେ ତଳେ ନାମ ଲେଖାନ୍ତୁ ।

କେମିତି ପହଞ୍ଚିବେ

[ସମ୍ପାଦନା]
ଦିଗ ଦେଖତୁ- ଏହି ଚିତ୍ରଟିକୁ ବଡ଼ କରି ଦେଖିବା ପାଇଁ ତା ଉପରେ କ୍ଲିକ କରତୁ
ସି ଆଇ ଏସ, ଡମଲୁରୁ ଅଫିସ (CIS Domlur Office)
  • ରାସ୍ତାରେ (By Road):
    • ଏମ ଜି ରୋଡ଼ରୁ->ବ୍ରିଗେଡ଼ ରୋଡ଼-> ସେଣ୍ଟରାଲ ବିଜିନେସ ଡିଷ୍ଟ୍ରିକ୍ଟ -> ବିଧାନ ସୌଧ — ସିଧା ପୁରୁଣା ବିମାନଘାଟି ଆଡକୁ ଡମଲୁରୁ ଯାଏଁ ଯାଆନ୍ତୁ, ସେଠୁଷ୍ଟିଭସ ଜିମ/ ପରଟା ହାଉସ ଆଡକୁ ବାମକୁ ବୁଲନ୍ତୁ।

ସିଧା ଯାଆନ୍ତୁ, ଷ୍ଟର୍ମ ଉଆଟର ଡ୍ରେନ ପାରି ହୁଅଁତୁ,ଏନର୍ଜି ରିସର୍ଚ ଇନଷ୍ଟିଚୁଟ [ଟି ଇ ଆର ଆଇ]ପରେବାଁକୁ ବୁଲନ୍ତୁ, ସେଠି ଆପଣବାଁ ପଟେ ଡମଲୁରୁ କ୍ଲବ ଦେଖିପାରିବେ,ଦ୍ଵିତୀୟ ଗଳିରୁ ଡାହାଣକୁ ବୁଲନ୍ତୁ, କ୍ଲବର ଠିକ ବିପରୀତ, ରାସ୍ତାରଡାହାଣ ପଟେସି ଆଇ ଏସ ଘରଟି ଅଛି ।ସି ଆଇ ଏସର ଗୋଟେ ଧଳା ଫାଟକ, ସେଇଟି ପ୍ରଥମ ଫାଟକ ଓ ରାସ୍ତାର ଡାହାଣ ପଟେ ଅଛି ।

    • ହୋସୁର ରୋଡ଼, ଇଲେକ୍ଟ୍ରୋନିକସ ସିଟି, କୋରମଙ୍ଗଳା, ସାରଜାପୁର, ବନରଘଟା ରୋଡ଼ — ଇନର ରିଗ ରୋଡ଼/ଇଣ୍ଟରମିଡିଏଟ ରିଗ ରୋଡ଼ ଦେଇ ଡମଲୁରୁ-ଓଲ୍ଡ ଏୟାରପୋର୍ଟ ରୋଡ଼ ଦେଇ ଡମଲୁରୁ ଯାଏଁ ଯାଆନ୍ତୁ, ସେଠୁଷ୍ଟିଭସ ଜିମ/ ପରଟା ହାଉସ ଆଡକୁ ବାଁକୁ ବୁଲନ୍ତୁ।

ସିଧା ଯାଆନ୍ତୁ, ଷ୍ଟର୍ମ ଉଆଟର ଡ୍ରେନ ପାରି ହୁଅଁତୁ,ଏନର୍ଜି ରିସର୍ଚ ଇନଷ୍ଟିଟୁଟ [ଟି ଇ ଆର ଆଇ]ପରେବାଁକୁ ବୁଲନ୍ତୁ, ସେଠି ଆପଣବାଁ ପଟେ ଡମଲୁରୁ କ୍ଲବ ଦେଖିପାରିବେ,ଦ୍ଵିତୀୟ ଗଳିରୁ ଡାହାଣକୁ ବୁଲନ୍ତୁ, କ୍ଲବର ଠିକ ବିପରୀତ, ରାସ୍ତାରଡାହାଣ ପଟେସି ଆଇ ଏସ ଘରଟି ଅଛି ।ସି ଆଇ ଏସର ଗୋଟେ ଧଳା ଫାଟକ, ସେଇଟି ପ୍ରଥମ ଫାଟକ ଓ ରାସ୍ତାର ଡାହାଣ ପଟେ ଅଛି ।

    • ପୁରୁଣା ଏୟାରପୋର୍ଟ, ହାଲ (ଏଚ ଏ ଏଲ), ମାରଥାହଲି, ଇନ୍ଦିରା ନଗର, ଅଳସୁରୁ —୧୦୦ ଫିଟ ରୋଡ଼ [ମେଟ୍ରୋ ତଳେ]ରେ ଡମଲୁରୁ ଫ୍ଲାଇଓଭର ଯାଏଁ ଆସଁତୁ । ଫ୍ଲାଇଓଭର ଆଗରୁପାଦଚଲା ପୋଲ/ Pedestrian Foot Over Bridge [FOB]ଡାହାଣକୁ ବୁଲନ୍ତୁ । ଆଗକୁ ଯାଇତୃତୀୟ ଗଳିରେ ବାଁକୁଟି ଇ ଆର ଆଇ/ [TERI] ଆଡକୁ ଯାଆନ୍ତୁ ।ଏନର୍ଜି ରିସର୍ଚ ଇନଷ୍ଟିଟୁଟ [ଟି ଇ ଆର ଆଇ]ପରେବାଁକୁ ବୁଲନ୍ତୁ, ସେଠି ଆପଣବାଁ ପଟେ ଡମଲୁରୁ କ୍ଲବ ଦେଖିପାରିବେ,ଦ୍ଵିତୀୟ ଗଳିରୁ ଡାହାଣକୁ ବୁଲନ୍ତୁ, କ୍ଲବର ଠିକ ବିପରୀତ, ରାସ୍ତାରଡାହାଣ ପଟେସି ଆଇ ଏସ ଘରଟି ଅଛି ।ସି ଆଇ ଏସର ଗୋଟେ ଧଳା ଫାଟକ, ସେଇଟି ପ୍ରଥମ ଫାଟକ ଓ ରାସ୍ତାର ଡାହାଣ ପଟେ ଅଛି ।

Location details In English:From MG Road, Brigade Road, Central Business District, Vidhan Soudha — Come straight on Old Airport Road towards Domlur, and take aLeft after Steves Gym / Paratha House. Go straight, andcontinue straight after the Domlur BDA Complex crossroads. Further, go straight, cross bridge over storm water drain, and takeLeftAFTER The Energy Research Institute [TERI]. You will seeDomlur Club on the LEFT.Take a right onto the SECOND lane,opposite the gate of the Club. The CIS building has a white gate and is on the RIGHT-hand side, first gate.

    • From Hosur Road, Electronics City, Koramangala, Sarjapur, Bannerghatta — Take Inner Ring Road/Intermediate Ring Road towards the Domlur-Old Airport flyover. Proceed straight towards Indra Nagar bytaking the flyover. Take aLeft just AFTER the flyover, before the Pedestrian Foot Over Bridge [FOB]. Proceed forward and take theThird LEFT towards TERI. Take aRight before TERI and proceed as above.
    • From Old Airport, HAL, Marathalli, Varthur — Come on Old Airport-Varthur Road, cross Domlur flyover, take aRight AT the flyover proceed towards IndraNagar and proceed as per above to reach.
    • From Old Madras, Road, Indira Nagar, Ulsoor — Take 100feet Road [Under Metro] to Domlur flyover. Take aRight BEFORE the flyover, at the Pedestrian Foot Over Bridge [FOB]. Proceed forward and take theThird LEFT towards TERI. Take aRight before TERI and proceed as above.


  • ବସରେ ଆସିଲେ:
    • କେମ୍ପେଗଉଡା ବସ ସ୍ଟେସନ (ମେଜେଷ୍ଟିକ) -> କେ ଆର ମାର୍କେଟ -> ଶିବାଜି ନଗର -> ଓଲ୍ଡ ଏୟାରପୋର୍ଟକୁ ବସ ଧରଁତୁ -> ଡମଲୁରୁ ଆଉ ଉଆଟର ଟ୍ୟାଙ୍କ ପାଖରେ ଓଲ୍ହ।ଇ ଉପର ଲେଖା ରାସ୍ତାରେ ଆସଁତୁ ।
    • ବନସଙ୍କରି, ସେଣ୍ଟରାଲ ଶିଳ୍କ ବୋର୍ଡ — ଡମଲୁରୁ ଯାଏଁ ବସରେ ଆସଁତୁ, ଇନ୍ଦିରା ନଗର ଫୁଟ ଓଭର ବ୍ରିଜ[Foot Over Bridge/FOB] ଓଭର ଠାରେ ଓଲ୍ହ।ଇ[ଟି ଇ ଆର ଆଇ] ଆଡକୁ ଉପରେ ଲେଖାଥିବା ଦିଗରେ ଆସଁତୁ ।

Bus Route in English

    • From Kempegowda Bus Station [Majestic], KR Market, Shivaji Nagar, take a bus towards Old Airport, Domlur and get down at the Water Tank and Proceed as above.
    • From Banashankari, Central Silk Board — Take a bus terminating at Domlur. Get down after the Indira Nagar FOB, and walk towards TERI as mentioned above. Take a bus going toward Indira Nagar. Get down before the flyover, walk towards, the Water tank, and proceed as above.

ମୂଳ ପ୍ରସଁଗ

[ସମ୍ପାଦନା]
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି ଓ ନୂଆ ପ୍ରକଳ୍ପ ଉପରେ ଆଲୋଚନା
  • ଓଡ଼ିଆ ଉଇକିପିଡ଼ିଆରେ ଅସୁବିଧା ଓ ତାହାର ସମାଧାନ
  • ଉଇକିପିଡ଼ିଆରେ କେମିତି ଲେଖାଲେଖି କରିପାରିବେ
  • ଆଲୋଚନା, ଆଉ ଆଗକୁ ବଢେଇବାକୁ ନୂଆ ରାହା

ଆୟୋଜନ କରୁଛନ୍ତି (Organizers)

[ସମ୍ପାଦନା]

ଭାଗ ନେଉଛନ୍ତି (Participants)

[ସମ୍ପାଦନା]

ଭାଗନେଇଥିଲେ (Participated)

[ସମ୍ପାଦନା]
  1. Shijualex
  2. ସୁଭ ପା/Subhashish Panigrahi ୦୭:୨୪, ୩ ମାର୍ଚ ୨୦୧୧ (UTC)*ସୁଭ ପା/ Subhashish Panigrahi
  3. Satyaranjan Mohanthy
  4. ଆଶୁତୋଷ କର (Asutosh Kar) (ମୋ ଆଲୋଚନା) ୦୮:୦୦, ୧୦ ଜାନୁଆରୀ ୨୦୧୨ (UTC)
  5. User:Ansumang
  6. Sambidhan Mohanty (through Skype)
  7. Srikant Kediaଓଡିଶା (through Skype)

ନାଆଁ ଲେଖାଇଦେଇଥିଲେ (Signedup)

[ସମ୍ପାଦନା]
  1. Shijualex
  2. ସୁଭ ପା/Subhashish Panigrahi ୦୭:୨୪, ୩ ମାର୍ଚ ୨୦୧୧ (UTC)*ସୁଭ ପା/ Subhashish Panigrahi
  3. Tinucherian ( Tentative)
  4. Satyaranjan Mohanthy
  5. Banshidhar Sahoo
  6. ଆଶୁତୋଷ କର (Asutosh Kar) (ମୋ ଆଲୋଚନା) ୦୮:୦୦, ୧୦ ଜାନୁଆରୀ ୨୦୧୨ (UTC)
  7. ଅଁଶୁମାନ ଗିରି
  8. Sambidhan Mohanty
  9. Srikant Kediaଓଡିଶାtalk ୧୦:୫୬, ୫ ମାର୍ଚ ୨୦୧୧ (UTC)

ଟୁଇଟର (Twitter)

[ସମ୍ପାଦନା]

ଶୁଭେଚ୍ଛା (Wishes)

[ସମ୍ପାଦନା]
  1. Would have loved to attend but I'm currently in Kolkata.Best of luck Shiju and Subhashish --Jayantanth ୦୬:୦୯, ୩ ମାର୍ଚ ୨୦୧୧ (UTC)
  2. ମୁଁ ବର୍ତ୍ତମାନ ଭୁବନେଶ୍ଵରରେ ଅଛି ଏବଂ କିଛି ଜରୁରୀ କାମ ଯୋଗୁଁ ଏହି ଉତ୍ସବରେ ଯୋଗଦେଈ ପାରିବିନି । ଏଥି ପାଇଁ ମୁଁ ବହୁତ ଦୁଃଖିତ । ଉତ୍ସବପାଇଁ ଅଶେଷ ଅଶେଷ ଶୁଭେଚ୍ଛା । --ଜଗଦୀଶ ଉତ୍ତରକବାଟ ୦୬:୦୯, ୩ ମାର୍ଚ ୨୦୧୧ (UTC)
  3. ମୁଁ କୋଲକାତା ରେ ରହେ ତେଣୁ ଏହି ଉତ୍ସବରେ ଯୋଗଦେଈ ପାରିବିନି . କିନ୍ତୁ ଓଡିଆ ଉଇକିପିଡିଆ ର ଉନ୍ନତି ଲାଗି ମୋର ପ୍ରଚେଷ୍ଟା ଚଲେଇଥିବି : Kishore ଦୟା କରି କେହି ଫଳାଫଳ kishorebarik@ymail.com ରେ ପଠାନ୍ତୁ |

ଫଟୋ (Photos)

[ସମ୍ପାଦନା]

ଫଟୋସବୁ ଉଇକିକମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category)Commons:Category:Bangalore Odia Meetup 2011March06

ପ୍ରଥମ ଓଡ଼ିଆ ଉଇକିପିଡ଼ିଆ, ବେଁଗାଳୁରୁ


ଭୁବନେଶ୍ଵର
କଟକ
ଅନୁଗୋଳ
ପୁରୀ
ବାଲେଶ୍ୱର
ସମ୍ବଲପୁର
ହାଇଦ୍ରାବାଦ
ପୁଣେ
ଭଦ୍ରକ
ବେଙ୍ଗାଳୁରୁ
ଭୁବନେଶ୍ୱର
କଟକ
ଦିଲ୍ଲୀ
ଅନଲାଇନ
ଜନ୍ମତିଥି ପାଳନ
୮ମ ଜନ୍ମତିଥି, ୨୦୧୨: (କଟକ ·ଦିଲ୍ଲୀ ·ବେଙ୍ଗାଳୁରୁ), ୯ମ ଜନ୍ମତିଥି, ୨୦୧୩:ଭୁବନେଶ୍ଵର, ୧୦ମ ଜନ୍ମତିଥି, ୨୦୧୪:(ଭୁବନେଶ୍ଵର, ଢେଙ୍କାନାଳ),
୧୨ଶ ଜନ୍ମତିଥି,୨୦୧୪:ଗଣ ସମ୍ପାଦନା, ୧୩ଶ ଜନ୍ମତିଥି,୨୦୧୫:ଭୁବନେଶ୍ଵର, ପୁରୀ, ୧୪ଶ ଜନ୍ମିତିଥି, ୨୦୧୬:ଭୁବନେଶ୍ୱର, ୧୬ଶ ଜନ୍ମିତିଥି, ୨୦୧୬:ଭୁବନେଶ୍ୱର
ଉଇକିପିଡ଼ିଆ ଇଣ୍ଡିଆ ମେଳଣ
ଅହମଦାବାଦ
ବେଙ୍ଗାଳୁରୁ
- ସେପ୍ଟେମ୍ବର ୨୯,୨୦୦୬ · - ଅକ୍ଟୋବର ୧୫, ୨୦୦୬ · - ଜୁଲାଇ ୫, ୨୦୦୯ · - ଅଗଷ୍ଟ ୧୬, ୨୦୦୯ ·- ସେପ୍ଟେମ୍ବର ୧୩, ୨୦୦୯ ·- ଅକ୍ଟୋବର ୧୧, ୨୦୦୯ ·- ନଭେମ୍ବର ୨୨, ୨୦୦୯ ·- ଡିସେମ୍ବର ୨୦, ୨୦୦୯ ·- ଜାନୁଆରି ୧୦, ୨୦୧୦ ·୧୦ - Wikipedia Day - ଜାନୁଆରୀ ୧୬, ୨୦୧୦ ·୧୧ - ଫେବୃଆରୀ ୧୪, ୨୦୧୦ ·୧୨ - ମାର୍ଚ ୧୪, ୨୦୧୦ ·୧୩ - ଏପ୍ରିଲ ୧୧, ୨୦୧୦ ·୧୪ - ମେ ୧୬, ୨୦୧୦ ·୧୫ - ଜୁନ ୧୩, ୨୦୧୦ ·୧୬ - ଜୁଲାଇ ୧୮, ୨୦୧୦ ·୧୭ - ଅଗଷ୍ଟ ୧୫, ୨୦୧୦ ·୧୮ - ସେପ୍ଟେମ୍ବର ୧୨, ୨୦୧୦ ·୧୯ - ସେପ୍ଟେମ୍ବର ୨୪, ୨୦୧୦ ·୨୦ - ଅକ୍ଟୋବର ୧୦, ୨୦୧୦ ·୨୧ - ନଭେମ୍ବର ୧୪, ୨୦୧୦ ·୨୨ - ଡିସେମ୍ବର ୧୨, ୨୦୧୦ ·୨୩ - ଡିସେମ୍ବର ୧୮, ୨୦୧୦ ·୨୪ - ଡିସେମ୍ବର ୨୫, ୨୦୧୦ ·୨୫ - ଜାନୁଆରୀ ୦୯, ୨୦୧୧ ·୨୬ - WP10 Blore ଜାନୁଆରି ୧୫, ୨୦୧୧ ·୨୭ - ଫେବୃଆରୀ ୧୩, ୨୦୧୧ ·୨୮ - ଫେବୃଆରୀ ୧୭, ୨୦୧୧ ·୨୯ - ଫେବୃଆରୀ ୧୯, ୨୦୧୧ ·୩୦ - ଫେବୃଆରୀ ୨୫, ୨୦୧୧ ·୩୧ - ମାର୍ଚ ୧୩, ୨୦୧୧ ·୩୨ - ଏପ୍ରିଲ ୧୦, ୨୦୧୧ ·୩୩ - ମେ ୦୮, ୨୦୧୧ ·Odia Wiki Meetup 2 - ମେ ୨୨, ୨୦୧୧ ·୩୪ - ଜୁନ ୧୨, ୨୦୧୧ ·34 - ଅଗଷ୍ଟ ୨୮, ୨୦୧୧
ଭାଗଲପୁର
ଭୁବନେଶ୍ଵର
ଚେନ୍ନାଇ
କଟକ
ଦିଲ୍ଲୀ
ହାଇଦ୍ରାବାଦ
ଜାମସେଦପୁର
କେରଳ
କଲିକତା
ମାଙ୍ଗାଲୋର
ମୁମ୍ବାଇ
ପାଟଣା
ପୁନେ
ରାଞ୍ଚି
ତିରୁଚିରପଲ୍ଲୀ
ବାକି ଘଟଣା
"https://or.wikipedia.org/w/index.php?title=ଉଇକିପିଡ଼ିଆ:ମେଳଣ/ବେଙ୍ଗାଳୁରୁ/ବେଙ୍ଗାଳୁରୁ୧&oldid=76560"ରୁ ଅଣାଯାଇଅଛି
ଶ୍ରେଣୀସମୂହ:

[8]ページ先頭

©2009-2025 Movatter.jp