Movatterモバイル変換


[0]ホーム

URL:


Jump to content
ଉଇକିପିଡ଼ିଆ
ଖୋଜନ୍ତୁ

ବେଦାନ୍ତ

ଉଇକିପିଡ଼ିଆ‌ରୁ
ଆଦି ଶଙ୍କର - ବେଦାନ୍ତ ଦର୍ଶନର ସୁପ୍ରସିଦ୍ଧ ପ୍ରବକ୍ତା

ବେଦାନ୍ତ ବାଉତ୍ତର ମିମାଂସା ପାରମ୍ପରିକ ବୈଦିକ ଷଡଦର୍ଶନ ମଧ୍ୟରୁ ଗୋଟିଏ ।ବେଦର ଅନ୍ତିମ ଭାଗକୁ ବେଦାନ୍ତ ବୋଲି କୁହାଯାଏ ଏବଂ ଏହା ଉପନିଷଦମାନଙ୍କୁ ବୁଝାଏ । ବେଦାନ୍ତ ଶବ୍ଦ ମଧ୍ୟ ହିନ୍ଦୁ ଦର୍ଶନର ତିନି ମୂଳ ଗ୍ରନ୍ଥ ପ୍ରଧାନ ଉପନିଷଦ ସମୂହ, ବ୍ରହ୍ମସୂତ୍ର ଓ ଭଗବତ ଗୀତା ଉପରେ ଆଧାରିତ ବିଭିନ୍ନ ଦାର୍ଶନିକ ପରମ୍ପରାକୁ ବୁଝାଏ । ବିଭିନ୍ନ ଦଶ ଅଷ୍ଟମ ଶତାବ୍ଦୀ ବେଳକୁ ଏହି ଶବ୍ଦର ପ୍ରୋୟୋଗ ଆତ୍ମ ସାକ୍ଷାତ୍କାର ବା ବ୍ରହ୍ମଙ୍କୁ ଜାଣିବାର ପ୍ରଣାଳୀ ନିମନ୍ତେ କରାଗଲା । ବେଦାନ୍ତ ଦର୍ଶନକୁ ଉତ୍ତର ମୀମାଂସା ମଧ୍ୟ କୁହାଯାଏ ।

ଆହୁରି ପଢ଼ନ୍ତୁ

[ସମ୍ପାଦନା]

ଆଧାର

[ସମ୍ପାଦନା]
ଧର୍ମ ଗ୍ରନ୍ଥ
ଧାରଣା
ଦର୍ଶନ
ପରମ୍ପରା
ଗୁରୁ
ଯୁଗ
ବର୍ଣ
ମାପନ ପ୍ରଣାଳୀ
ବିଭାଜନ
ତୀର୍ଥ
"https://or.wikipedia.org/w/index.php?title=ବେଦାନ୍ତ&oldid=577250"ରୁ ଅଣାଯାଇଅଛି
ଶ୍ରେଣୀ:

[8]ページ先頭

©2009-2025 Movatter.jp