Movatterモバイル変換


[0]ホーム

URL:


Jump to content
ଉଇକିପିଡ଼ିଆ
ଖୋଜନ୍ତୁ

ତନସା ନଦୀ

ଉଇକିପିଡ଼ିଆ‌ରୁ

Coordinates:19°32′N72°53′E / 19.533°N 72.883°E /19.533; 72.883ତନସା ନଦୀ,  ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ନିକଟରେ ଥିବା ଏକ ନଦୀ । ଏଥିରେ ଏକ ବୃହତ ବାରେଜ ନିର୍ମାଣ କରି ତନସା ହ୍ରଦ ନିର୍ମାଣ କରାଯାଇଛି । ଏହି ହ୍ରଦରୁ ମୁମ୍ବାଇ ସହରକୁ ପାନୀଯ ଜଳ ଯୋଗାଣ ହେଇଥାଏ । ଏହା 1982 ମସିହାରେ ନିର୍ମିତ ହେଇଥିଲା । ଏହି ବାରେଜ 2 ମାଇଲ ଲମ୍ବ ଓ 118 ଫୁଟ ଉଛ । ଏହାର ତଳର ପ୍ରସ୍ଥ 30 ମିଟର । ଏହି ବନ୍ଧରେ 1.31 ଘାନା କିଲୋମିଟର ଜଳ ରହୁଥିବାର ଆକଳନ କରାଯାଇଛି । ଏହାର 38ଟି ସ୍ପିଲୱେ ଗେଟ ରହିଛି । 

ଆଧାର 

[ସମ୍ପାଦନା]

Public Domain This article incorporates text from a publication now in thepublic domainChisholm, Hugh, ed. (1911)."article name needed.Encyclopædia Britannica Eleventh Edition (11th ed.). Cambridge University Press.{{cite encyclopedia}}:Invalid|ref=harv (help)

"https://or.wikipedia.org/w/index.php?title=ତନସା_ନଦୀ&oldid=286692"ରୁ ଅଣାଯାଇଅଛି
ଲୁଚିଥିବା ଶ୍ରେଣୀ:

[8]ページ先頭

©2009-2025 Movatter.jp