ଜାପାନ
日本国ନିପ୍ପୋଁ-କୋକୁ ବାନିହୋଁ-କୋକୁ
ରାଜଧାନୀ ଟୋକିଓ (ବାସ୍ତବିକ )ବୃହତ୍ତମ ସହର ଟୋକିଓ ସରକାରୀ ଭାଷା None[ ୧] Recognised regional languages ଆଇନୁ ଇତାକ ,ରିଉକ୍ଯୁ ଭାଷାସମୂହ ,ପୂର୍ବ ଜାପାନୀ ,ପଶ୍ଚିମ ଜାପାନୀ , ତଥା ଅନ୍ଯାନ୍ଯଜାପାନୀ ଉପଭାଷାସମୂହ National language ଜାପାନୀ ଭାଷା ଜାତି
୯୮.୫% ଜାପାନୀ , ୦.୫% କୋରୀୟ , ୦.୪% ଚୀନା , ୦.୬% ଅନ୍ଯ[ ୨] ଜାତୀୟତା ଜାପାନୀ Government ଏକକ ସଂସଦୀୟ ଗଣତନ୍ତ୍ର ଏବଂସାମ୍ବିଧାନିକ ଏକତନ୍ତ୍ର ନାରୁହିତୋ ଗଠନ • ଜାତୀୟ ଗଠନ ଦିବସ
ଫେବୃଆରୀ ୧୧, ୬୬୦ ଖ୍ରୀ.ପୂ.[ ୩] • ମେଜ୍ଜି ସମ୍ବିଧାନ
ନଭେମ୍ବର ୨୯, ୧୮୯୦ • ଏବେକାର ସମ୍ବିଧାନ
ମେ ୩, ୧୯୪୭ • ସାନଫାନ୍ସିସକୋ
ଏପ୍ରିଲ୍ ୨୮, ୧୯୫୨• ଜଳଭାଗ (%)
୦.୮ ଲୋକସଂଖ୍ୟା • ୨୦୧୦ estimate
୧୨୭,୩୬୦,୦୦୦[ ୪] (୧୦ ) • ୨୦୦୦ census
୧୨,୭୩,୩୩,୦୦୨ • ଘନତା
337.1/km2 (873.1/sq mi) (୩୬ ) ମୋଟ ଘରୋଇ ଉତ୍ପାଦ (ସମତୁଲ୍ୟ କ୍ରୟଶକ୍ତି) ୨୦୧୦ estimate • ମୋଟ
$୪.୩୦୮ trillion[ ୫] (୩ ) • ମୁଣ୍ଡପିଛା
$୩୩,୮୨୮[ ୫] (୨୪ ତମ ) ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ) ୨୦୧୦ estimate • ମୋଟ
$୫,୩୯୦ trillion[ ୫] (୩ୟ ) • ମୁଣ୍ଡପିଛା
$୪୨,୩୨୫[ ୫] (୧୭ଶ ) ଜିନି ଗୁଣାଙ୍କ 38.1 (2002)[ ୬] Error: Invalid Gini value ମାନବ ବିକାଶ ସୂଚନାଙ୍କ (2010) 0.884[ ୭] Error: Invalid HDI value · 11th ମୁଦ୍ରା ଅନ୍ତର୍ରାଷ୍ଟ୍ରୀୟ ସଙ୍କେତ¥ (ୟେନ ) ଜାପାନୀ ସଙ୍କେତ円 ବା ପାରମ୍ପରିକ କାଞ୍ଜିରେ (圓 ))ଏନ ଭାବେଉଚ୍ଚାରିତ (JPY ) ସମୟ ମଣ୍ଡଳ UTC +9 (ଜେ.ଏସ.ଟି. )UTC +9 (ଜଣାନାହିଁ)ରାସ୍ତା ଚାଲିବା ପାଖ left ଟେଲିଫୋନ କୋଡ଼ 81 Internet TLD .jp
ଜାପାନ (日本, ନିପ୍ପୋଁ ବା ନିହୋଁ),ପୂର୍ବ ଏସିଆରେ ଅବସ୍ଥିତ ଏକ ଦ୍ୱୀପ ରାଷ୍ଟ୍ର । ଏହାର ପଶ୍ଚିମରେଜାପାନ ସାଗର ,ଓଖୋତ୍ସକ ସାଗରଠାରୁ ପୂର୍ବ ଚୀନ ସାଗର ଓତାଇୱାନ ପର୍ଯ୍ୟନ୍ତ ବ୍ଯାପ୍ତ ହୋଇ ରହିଛି ।ପ୍ରଶାନ୍ତ ଅଗ୍ନିବଳୟର ଏକ ଅଂଶ, ଜାପାନ ୬,୮୫୨ଟି ଦ୍ୱୀପରେ ଗଢାହୋଇଛି ଯାହାର ପ୍ରାୟ ୩,୭୭,୯୭୫ ବର୍ଗ କି.ମି. କ୍ଷେତ୍ରଫଳ ରହିଛି; ଦେଶର ପାଞ୍ଚଟି ମୁଖ୍ଯ ଦ୍ୱୀପ ହେଲା, ଉତ୍ତରରୁ ଦକ୍ଷିଣକୁ କ୍ରମେହୋକାଇଦୋ ,ହୋଁଶୁ ,ଶିକୋକୁ ,କ୍ଯୁଶୁ ଏବଂଓକିନାୱା ।ଟୋକିଓ ଜାପାନର ରାଜଧାନୀ ଓ ବୃହତ୍ତମ ସହର । ଅନ୍ଯାନ୍ଯ ମୁଖ୍ଯ ସହରଗୁଡ଼ିକ ହେଲା;ୟୋକୋହାମା ,ଓସାକା ,ନାଗୋୟା ,ସାପ୍ପୋରୋ ,ଫୁକୁଓକା ,କୋବେ ଓକ୍ଯୋଟୋ ଇତ୍ୟାଦି ।
ଜାପାନ, ବିଶ୍ୱରଏକାଦଶ ଜନବହୁଳ ଦେଶ ତଥାଅଧିକ ଘନତ୍ୱ ବିଶିଷ୍ଟ ଏବଂ ଅଧିକସହରୀକୃତ ଦେଶମାନଙ୍କ ମଧ୍ଯରୁ ଅନ୍ଯତମ । ଦେଶରତିନି-ଚତୁର୍ଥାଂଶ ଅଞ୍ଚଳ ପାର୍ବତ୍ଯାଞ୍ଚଳ ହୋଇଥିବାରୁ ପ୍ରାୟ ୧୨.୬୨ କୋଟି ଲୋକ ସଂକୀର୍ଣ୍ଣ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ବାସକରନ୍ତି । ଜାପାନକୁ୪୭ଟି ପ୍ରଶାସନିକ ରାଜ୍ଯରେ ବିଭକ୍ତ କରାଯାଇଛି । ଏହା ପାରମ୍ପରିକ ରୂପେଆଠଟି ଅଞ୍ଚଳରେ ଗଠିତ । ୩୭.୪ ନିୟୁତ ଲୋକଙ୍କ ସହ,ବୃହତ୍ତ୍ ଟୋକିଓ ଅଞ୍ଚଳ ବିଶ୍ୱରସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ମହାନଗର ଅଞ୍ଚଳ ।