Impala Aterritorial impala ram at the northernBotswana A ewe with calf at theKruger National Park , South Africa ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ ଗୋଷ୍ଠୀ: ବାଇଲାଟେରିଆ ପର୍ବ: କୋର୍ଡାଟା ମହାଶ୍ରେଣୀ: ଟେଟ୍ରାପୋଡା ଗୋଷ୍ଠୀ: ମାମାଲିଆଫୋର୍ମ୍ସ ଶ୍ରେଣୀ: ମାମାଲିଆ Family: Bovidae Subfamily: Aepycerotinae Gray , 1872Genus: Aepyceros Sundevall , 1847ଜାତି: A. melampus ବାଇନୋମିଆଲ ନାମ Aepyceros melampus Subspecies A. m. melampus Lichtenstein, 1812 A. m. petersi Bocage , 1879Distribution: Black-faced impala Common impala
Synonyms A. holubi Lorenz, 1894 A. johnstoni Thomas , 1893A. katangae Lönnberg , 1914A. pallah (Gervais , 1841) A. rendilis Lönnberg, 1912 A. typicus Thomas, 1893
ଇମ୍ପାଲା (ଇଂରାଜୀ ଭାଷାରେ Theimpala (/ɪ m ˈ p ɑː l ə , -ˈ p æ l ə / ,Aepyceros melampus )) ମଧ୍ୟମ ଆକାରର ଏକ ପ୍ରକାର ହରିଣ (antelope ) ଯାହା ପୂର୍ବ ଓ ଦକ୍ଷିଣଆଫ୍ରିକାରେ ମିଳନ୍ତି । ସନ ୧୮୧୨ରେ ଜର୍ମାନୀ ପ୍ରାଣୀବିଜ୍ଞାନୀ ହିନରିଚ ଲାଇଟେନସ୍ଟେନ ସର୍ବ ପ୍ରଥମେ ୟୁରୋପ ଶ୍ରୋତାମାନଙ୍କ ଆଗରେ ଇମ୍ପାଲାର ବୈଜ୍ଞାନିକ ବର୍ଣ୍ଣନା (described ) କରିଥିଲେ ଯିଏ ଏପିସେରସ ପ୍ରଜାତିର (genus ) ମୋନୋଟାଇପ ସ୍ପେସିର (sole member ) ଏକ ମାତ୍ର ସଭ୍ୟ । ଏହାର ଦୁଇଟି ଉପପ୍ରଜାତି (subspecies ) ଅଛନ୍ତି, କୃଷ୍ଣକାୟ ବଡ଼ଟି କଳା ମୁହାଁ ଇମ୍ପାଲା । ଇମ୍ପାଲାର କାନ୍ଧ ଉଚ୍ଚତା ପ୍ରାୟ ୭୦-୯୨ ସେ:ମି: ଓ ଓଜନ ପ୍ରାୟ ୪୦ କେଜି-୭୬କେଜି/୮୮-୧୬୮ ପାଉଣ୍ଡ । ଏହାର ଚିକ୍କଣ, ଲାଲ ତମ୍ବା ରଙ୍ଗର ଚମଡ଼ା ବା କୋଟ (coat ) ଥାଏ । ଅଣ୍ଡିରା ଇମ୍ପାଲା ଦେଖିବାକୁ ପତଳା, ଲାୟାର ବାଦ୍ୟ ଭଳି ଶିଙ୍ଗ (lyre -shapedhorns ) ଯାହାର ଦୈର୍ଘ୍ୟ ପ୍ରାୟ ୧୮-୩୬"/୪୫-୯୨ସେ:ମି: ।
ମୁଖ୍ୟତଃ ଦିନରେ ବିଚରଣ କରୁଥିବା ଇମ୍ପାଲା ସାମାଜିକ (gregarious ) ପ୍ରାଣୀ ବା ଭୌଗଳିକ ତଥା ଜଳବାୟୁ ସଙ୍ଗତି ନେଇ ନିଜର ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ (territorial ) ରହନ୍ତି । ତିନୋଟି ସ୍ୱତନ୍ତ୍ର ସାମାଜିକ ଦଳରେ ରହୁଥିବା ଦେଖାଯାଏ ଯଥା:- କ୍ଷେତ୍ରୀୟ ଅଣ୍ଡିରା, ମାଈ ଦଳ ଓ ବାଚେଲର ଦଳ । ଇମ୍ପାଲା ଦୁଇ ପ୍ରକାର କୁଦା ମାରିବା ଦେଖାଯାଏ ଯାହା ହିଂସ୍ର ଜନ୍ତୁ-ବିରୁଦ୍ଧ (predator ) ରଣନୀତି ହୋଇପାରେ । ଏହା ଏକ ଶାକାହାରୀ ପ୍ରାଣୀ ଓ ଚରିବୁଲି ତାହାର ଖାଦ୍ୟ (monocots ,dicots ,forbs ,fruit ) ଖାଏ । ମଇ ମାସ ଶେଷ ଆଡ଼କୁ ୩ ସପ୍ତାହ ଧରି ଏହାର ପ୍ରଜନନ ଋତୁ (rut ) ଆରମ୍ଭ ହୁଏ । ମାଈ ସଙ୍ଗମ ନିମନ୍ତେ ଅଣ୍ଡିରାମାନଙ୍କ ମଧ୍ୟରେ ଲଢ଼େଇ ହୁଏ ଓ ଯିଏ ଯିତେ ସେ ସଙ୍ଗମେଚ୍ଛୁ ମାଈ ସହିତ ସଙ୍ଗମ କରେ ।ଗର୍ଭ ଧାରଣ ୬-୭ ମାସ ପର୍ଯ୍ୟନ୍ତ ରହିବା ପରେ ଗୋଟିଏ ଛୁଆ ଜନ୍ମ ହେବା ସଙ୍ଗେ ସଙ୍ଗେ ତାକୁ ଲୁଚେଇ ଦିଆଯାଏ । ବାଛୁରୀଗୁଡ଼ିକ ୪-୬ ମାସ ପର୍ଯ୍ୟନ୍ତ ମାତା କ୍ଷୀର ପିଅନ୍ତି (suckled ) ଓ ତା ପରେ ଅଣ୍ଡିରା ଛୁଆଙ୍କୁ ଅନ୍ୟ ଅଣ୍ଡିରାଙ୍କ ସାଥିରେ ରହିବାକୁ ତଡ଼ିଦିଆଯାଏ ଓ ମାଈ ଛୁଆ ରହିଯାଏ ।
ଏହାର ବୈଜ୍ଞାନିକ ନାମକରଣ (scientific generic name ) ଏପିସେରୋସ (Aepyceros (lit. ‘high-horned’)) କରାଯାଇଛି ଓ ଏହି ନାମଟି ପୂରାତନ ଗ୍ରୀକ ଭାଷାରୁ ନିଆଯାଇଛି (Ancient Greek αἰπύς (aipus , 'high, steep') +κέρας (keras , 'horn'));[ ୨] [ ୩] ନିର୍ଦ୍ଦଷ୍ଟ ପ୍ରାଣୀ ବିଜ୍ଞାନ ନାମ (specific name ) ମେଲାମ୍ପସ ମଧ୍ୟ ଗ୍ରୀକ ଭାଷାରୁ ନିଆଯାଇଛି ଯାହାର ସାହିତ୍ୟିକ ଅର୍ଥ କଳା ପାଦ (specific name melampus (lit. ‘black-foot’) fromμελάς (melas , 'black') +πούς (pous , 'foot')) ।[ ୪]
ବୋଭିଡି ପରିବାର (family Bovidae ) ଓ ଏପିସେରୋସ ଜେନସର (genus ) ଇମ୍ପାଲା ଏକମାତ୍ର ଏପିସେଓସ ସଭ୍ୟ (sole member ) ହୋଇ ବଞ୍ଚିରହିଛି ।