Movatterモバイル変換


[0]ホーム

URL:


Jump to content
ଉଇକିପିଡ଼ିଆ
ଖୋଜନ୍ତୁ

ଅକ୍ଟୋବର

ଉଇକିପିଡ଼ିଆ‌ରୁ
<<ଅକ୍ଟୋବର>>
ରବିସୋମମଙ୍ଗଳବୁଧଗୁରୁଶୁକ୍ରଶନି
୧୦୧୧
୧୨୧୩୧୪୧୫୧୬୧୭୧୮
୧୯୨୦୨୧୨୨୨୩୨୪୨୫
୨୬୨୭୨୮୨୯୩୦୩୧
୨୦୨୫

ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁଯାୟୀଅକ୍ଟୋବର ହେଉଛି ବର୍ଷର ଦଶମ ମାସ, ଏବଂ ସାତୋଟି ୩୧ ଦିନିଆ ମାସ ମଧ୍ୟରୁ ଷଷ୍ଠ ମାସ । ଲାଟିନ୍ ଭାଷାରେ, ଅକ୍ଟୋ (octo) ଅର୍ଥ ହେଉଛି "ଆଠ" । ଜାନୁଆରୀ ଓ ଫେବୃଆରୀ ମାସ ଯୋଡ଼ିହେବା ପୂର୍ବରୁ ଅକ୍ଟୋବର ହିଁ ରୋମାନ୍ କ୍ୟାଲେଣ୍ଡରର ଅଷ୍ଟମ ମାସ ଥିଲା ।[] ଅକ୍ଟୋବର ସାଧାରଣତଃ ଦକ୍ଷିଣ ଗୋଲାର୍ଦ୍ଧର କିଛି ଅଂଶରେ ବସନ୍ତର ଋତୁ ଏବଂ ଉତ୍ତର ଗୋଲାର୍ଦ୍ଧର କିଛି ଅଂଶରେ ଶରତ ଋତୁ ସହିତ ଜଡ଼ିତ ।

ପାଳିତ ଦିବସ

[ସମ୍ପାଦନା]

ଆଧାର

[ସମ୍ପାଦନା]
  1. DelhiSeptember 26, India Today Web Desk New."How did the month names originate?".India Today (in ଇଂରାଜୀ). Retrieved6 February 2022.{{cite web}}: CS1 maint: numeric names: authors list (link)
ଚାନ୍ଦ୍ରମାସ
ସୌରମାସ
ଇଂରାଜୀ ମାସ
Stub iconଏହି ପ୍ରସଙ୍ଗଟିଅସମ୍ପୂର୍ଣ୍ଣ । ଆପଣଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ ।
"https://or.wikipedia.org/w/index.php?title=ଅକ୍ଟୋବର&oldid=461929"ରୁ ଅଣାଯାଇଅଛି
ଶ୍ରେଣୀ:
ଲୁଚିଥିବା ଶ୍ରେଣୀ:

[8]ページ先頭

©2009-2025 Movatter.jp