ମେଟା-ଉଇକି କୁ ଆପଣଙ୍କୁ ସ୍ଵାଗତ । ଏଠି ଆପଣଙ୍କୁଉଇକିମିଡିଆ ଫାଉଣ୍ଡେସନ ରପ୍ରକଳ୍ପ ଗୁଡିକ ଓ ଅନ୍ୟାନ୍ୟ ସମନ୍ଧିତ ପ୍ରକଳ୍ପ ଗୁଡିକର ସମନ୍ୱୟ ଏବଂ ଡକ୍ୟୁମେଣ୍ଟେସନ୍ ଠାରୁ ଯୋଜନା ଏବଂ ବିଶ୍ଳେଷଣ ପର୍ଯ୍ୟନ୍ତ ସମସ୍ତ ସୂଚନା ମିଳିପାରିବ |
ଏହି "ମେଟା-ଉଇକି" କେନ୍ଦ୍ରିତ ଅନ୍ୟ କିଛି ଉଇକି, ଯେପରି କିଉଇକିମିଡିଆ ଆଉଟରିଚ ହେଉଛନ୍ତି ଏପରି କିଛି ସ୍ଵତନ୍ତ୍ର ପ୍ରକଳ୍ପ, ଯେଉଁ ମାନଙ୍କର ଆରମ୍ଭ ଏହି ମେଟା ରୁ ହିଁ ହୋଇଛି । ସମ୍ପର୍କିତ ଚର୍ଚା ଉଇକିମିଡିଆମେଲିଂ ଲିଷ୍ଟ (ବିଶେଷ କରିଉଇକିମିଡିଆ - ଏଲ (ଲୋକାଲ) ଓଉଇକିମିଡିଆ ଅନାଉନ୍ସମେଣ୍ଟ ରେ) , ଲିବେରାIRC ଚାନେଲ ଗୁଡିକ ରେ , ଲୋକାଲଉଇକିମିଡିଆ ଚାପ୍ଟର ଗୁଡିକ ର ଉଇକିରେ ବା ଅନ୍ୟ ଉଇକି ସ୍ପେସ ଗୁଡିକରେ କରାଯାଏ ।
| February 6 – February 27: | 2026 Wikimedia Steward elections voting is running until 27 February 2026, 14:00 (UTC). |
| March 13 – March 14: | Northwestern European Hackathon in Arnhem, Netherlands |
| May 15 – May 17: | ESEAP Conference 2026 in Kaohsiung, Taiwan |
Content projects specialized by linguistic edition
Multilingual content projects
Outreach and administration projects
Technical and development projects